www.samajalive.in
Tuesday, December 9, 2025
16.1 C
Bhubaneswar

ବଢ଼ିଲା ସୌରିନ୍‌ ଭଟ୍ଟଙ୍କ ଅଡ଼ୁଆ, ସୌରିନ୍‌ଙ୍କୁ ଖୋଜିବାକୁ କଲିକତା ଯିବ ପୁଲିସ

କଟକ: ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ବିରୋଧରେ ଶୋଷଣ ଅଭିଯୋଗ ମାମଲାରେ ପୁଲିସ ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ ସୌରିନ୍‌ଙ୍କୁ ଖୋଜିବାକୁ କଲିକତା ଯିବେ ବୋଲି ଜଣାପଡ଼ିଛି। । ସୌରୀନ ଭଟ୍ଟଙ୍କୁ ମହିଳା ଥାନାରେ ହାଜର ହେବାକୁ ନୋଟିସ୍‌ ହୋଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି। ଏପରି କି ସୌରୀନଙ୍କ ଟେଲିଫୋନ ସୁଇଚ ଅଫ ଅଛି। ତେଣୁ ତାଙ୍କୁ ଧରିବାକୁ ଏକ ପୁଲିସ ଟିମ୍ କଲିକତା ଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ପୁଲିସ୍‌ କଟକସ୍ଥିତ ସୌରିନ୍‌ଙ୍କ ଭଡ଼ାମାଲିକଙ୍କୁ ମଧ୍ୟ ନୋଟିସ କରିଥିଲା।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories