www.samajalive.in
Sunday, December 7, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା କାର୍ଯ୍ୟକ୍ରମ ସ୍ଥଗିତ.. ୧୭ରେ ଶାହାଙ୍କର ଢେଙ୍କାନାଳରେ ସଭା କାର୍ଯ୍ୟକ୍ରମ ଥିଲା.. ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ..

ଜୁନ୍‌ ୧୬ରେ ନୀତୀଶଙ୍କ କ୍ୟାବିନେଟର ୩ୟ ସମ୍ପ୍ରସାରଣ..

- Advertisement -

ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’ .. ୩୭ ହଜାର ଲୋକ ସ୍ଥାନାନ୍ତର.. ୯୫ ଟ୍ରେନ ବାତିଲ..

ଉତ୍କଳ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ନାଁରେ ଲକ୍ଷାଧିକ ଟଙ୍କା ଠକେଇ.. ଅଭିଯୁକ୍ତ ଗିରଫ..

ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ ଦି ୟଅର ବିବେଚିତ.. ଆରବିଆଇ ଗଭର୍ଣ୍ଣର ଅଛନ୍ତି ଶକ୍ତିକାନ୍ତ ଦାସ..

ମଣିପୁରରେ ପୁଣି ହିଂସା.. ୯ ମୃତ..

ମନାକରିଦେଲେ ସୁପ୍ରିମକୋର୍ଟ.. ପ୍ରସ୍ତାବିତ ମହାପଞ୍ଚାୟତ ପାଇଁ ଲାଗିବନି ରୋକ..

ଆଫ୍ରିକୀୟ ଦେଶ ନାଇଜେରିଆରେ ବିବାହ ଭୋଜିରୁ ଫେରୁଥିବାବେଳେ ଘଟିଛି ଅଘଟଣ.. ବୁଡ଼ିଗଲା ଡଙ୍ଗା.. ଶହେରୁ ଊର୍ଦ୍ଧ୍ୱ ମୃତ..

କେସିଙ୍ଗା ଷ୍ଟେସନରେ ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ୍‌.. ପ୍ରାୟ ୩୦ ମିଟର ଅଲଗା ହେଲା ପରେ ରୋକିଲେ ଲୋକୋ ପାଇଲଟ..

ପଟ୍ଟାମୁଣ୍ଡାଇରେ ଅଘଟଣ.. କୁମ୍ଭୀର ଟାଣି ନେଇ ମାରିଦେଲା.. ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରୁ ମୃତଦେହ ଉଦ୍ଧାର..

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories