www.samajalive.in
Sunday, December 14, 2025
14.1 C
Bhubaneswar

ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ଦିନ ତାପମାତ୍ରା ଝାରସୁଗୁଡାରେ ୪୫.୬ ଡିଗ୍ରୀ ସେଲସିଅସ

ଡେସ୍କ: ରାଜ୍ୟର ଗତକାଲି ଅନେକ ଅଂଚଳରେ କାଳବୈଶାଖୀ ଓ ଘଡଘଡି ବର୍ଷା ହୋଇଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ୨ଟି ସ୍ଥାନରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଜି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିଅସ ରହିଥିବା ବେଳେ ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିଅସ ରହିଥିଲା।

ସେହିପରି ସୋନପୁରରେ ୪୪.୮, ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, ବଲାଙ୍ଗୀରରେ ୪୪, ସୁନ୍ଦରଗଡ଼ରେ ୪୩.୮, ରାଉରକେଲାରେ ୪୩.୬, ଭବାନୀପାଟଣାରେ ୪୩.୬, ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୩.୨, ଅନୁଗୁଳରେ ୪୨.୭, ବାରିପଦାରେ ୪୨.୬, ବରଗଡ଼ରେ ୪୨.୪ , ନୂଆପଡା ଓ ଦେଓଗଡ଼ରେ ୪୨, କେନ୍ଦୁଝରରେ ୪୧.୨, ଜଗତସିଂପୁର ଓ ଢେଙ୍କାନାଳରେ ୪୧, କଟକରେ ୪୦.୪, କେନ୍ଦ୍ରାପଡାରେ ୪୦.୨ ଏବଂ ଫୁଲବାଣୀରେ ୪୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories