www.samajalive.in
Sunday, December 14, 2025
19.1 C
Bhubaneswar

ଏସିଡିଟି ହୋଇଛି କି? ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ..

ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ଓ ଏସିଡିଟି ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ..
ଜଙ୍କ୍‌‌ ଫୁଡ୍‌‌, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ।
ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ।
ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ।
ଏସିଡିଟି ସମୟରେ ପିଆଜ, ରସୁଣ, ଅଦା ଆଦିକୁ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
ଟମାଟୋ ଓ ଲଙ୍କା ଚଟଣି ମଧ୍ୟ ଏସିଡିଟି ସମୟରେ ଖାଆନ୍ତୁ ନାହିଁ।
ଏସିଡିଟି ସମୟରେ ପନୀର, ଘିଅ ଆଦି ଖାଆନ୍ତୁ ନାହିଁ।
ଏସିଡିଟି ସମୟରେ ମଟନ ତରକାରୀ ଆଦୌ ଖାଆନ୍ତୁ ନାହିଁ।
ଏସିଡିଟି ସମୟରେ ଲାଲ ଲଙ୍କା ଆଦୌ ଖାଆନ୍ତୁ ନାହିଁ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories