www.samajalive.in
Saturday, December 6, 2025
19.1 C
Bhubaneswar

ରାଶି ଅନୁଯାୟୀ ଭାଇ ଦୂଜରେ ଭାଇଙ୍କ ଆୟୁ ବୃଦ୍ଧି ପାଇଁ ଖୁଆନ୍ତୁ ମିଠା

ଭାଇ ଦୂଜ ପର୍ବ କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ଦ୍ବିତୀୟା ତିଥିରେ ପାଳନ କରାଯାଏ। ଭାଇ ଦୁଜ ପର୍ବ ଭାଇ-ଭଉଣୀମାନଙ୍କୁ ସ୍ନେହ ଓ ପ୍ରେମର ପର୍ବ ଅଟେ। ଦୀପାବଳି ପର୍ବର ଦୁଇ ଦିନ ପରେ ଭାଇ ଦୂଜ ପର୍ବ ପାଳନ କରାଯାଏ। ଭଉଣୀମାନେ ଭାଇମାନଙ୍କର ଆୟୁ ବୃଦ୍ଧିର ପ୍ରାର୍ଥନା କରିଥାନ୍ତି। ଚଳିତ ବର୍ଷ ନଭେମ୍ବର ମାସ ୯ତାରିଖରେ ଭାଇ ଦୂଜ ପର୍ବ ପାଳନ କରାଯିବ। ଏହିଦିନ ଭଉଣୀମାନେ ଭାଇଙ୍କୁ ପୂଜା କରି ମିଷ୍ଠାନ୍ନ ଖୁଆଇ ଥାଆନ୍ତି। ଆସନ୍ତୁ ଜାଣିବା ରାଶି ଅନୁଯାୟୀ, ଭାଇମାନଙ୍କୁ କେଉଁ ମିଠା ଦ୍ରବ୍ୟ ଖୁଆଇବା ଉଚିତ ..

ମେଷ : ଭାଇଙ୍କ ରାଶି ଯଦି ମେଷ ହୋଇଥାଏ ତେବେ ତାଙ୍କୁ ମାଲପୁଆ ଖାଇବାକୁ ଦିଅନ୍ତୁ।

- Advertisement -

ବୃଷ : ଏହି ରାଶିର ଭାଙ୍କୁ କ୍ଷୀରରେ ପ୍ରସ୍ତୁତ ମିଷ୍ଠାନ୍ନ ଖୁଆନ୍ତୁ।

ମିଥୁନ : ଭାଇଙ୍କୁ ବେସନରେ ପ୍ରସ୍ତୁତ ମିଠା ଖାଇବାକୁ ଦିଅନ୍ତୁ।

କର୍କଟ : ଭାଇଙ୍କ ରାଶି କର୍କଟ ହୋଇଥିଲେ ରାବିଡି ଖାଇବାକୁ ଦିଅନ୍ତୁ।

ସିଂହ : ଏହି ରାଶିର ଭାଇଙ୍କୁ ରସାବଳୀ ଖାଇବାକୁ ଦିଅନ୍ତୁ।

କନ୍ୟା : ମୋତିଚୁରର ଲଡୁ ଖାଇବାକୁ ଦିଅନ୍ତୁ।

ତୁଳା : ଭାଇଙ୍କୁ ହଲୱା କିମ୍ବା ଘରେ ପ୍ରସ୍ତୁତ କରିଥିବା ମିଠା ଦ୍ରବ୍ୟ ଖାଇବାକୁ ଦିଅନ୍ତୁ।

ବିଛା : ଭାଇଙ୍କୁ ଗୁଡରେ ନିର୍ମିତ ମିଠା ଖାଇବାକୁ ଦିଅନ୍ତୁ।

ଧନୁ : ଭାଇଙ୍କୁ ରସଗୋଲା ଖାଇବାକୁ ଦିଅନ୍ତୁ।

ମକର : ମକର ରାଶିର ଭାଇଙ୍କୁ ବାଲୁଶାହି ଖାଇବାକୁ ଦିଅନ୍ତୁ।

କୁମ୍ଭ : ଏହି ରାଶି ଥିବା ଭାଇଙ୍କୁ ସବୁଜ ରଙ୍ଗର ଯେକୌଣସି ମିଠା ଖାଇବାକୁ ଦିଅନ୍ତୁ।

ମୀନ : ଭାଇଙ୍କୁ କ୍ଷୀରରେ ପ୍ରସ୍ତୁତ କେକ ଖାଇବାକୁ ଦିଅନ୍ତୁ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories