www.samajalive.in
Monday, December 8, 2025
24.1 C
Bhubaneswar

ଝାରସୁଗୁଡା : ବିଜେଡି ପ୍ରାର୍ଥୀ ଦିପାଳୀ ପାଇଛନ୍ତି ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍‌‌

ଝାରସୁଗୁଡା : ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ୍‌‌। ୪୮,୬୧୯ ଭୋଟରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଜିତିଥିବା ବେଳେ ମୋଟ୍‌‌ ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍‌‌ ପାଇଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦିପାଳୀ ଦାସ। ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା। ମୋଟ ୧୯ ରାଉଣ୍ଡ ସୁଦ୍ଧା ଦିପାଳୀ ଦାସଙ୍କ ଝାରସୁଗୁଡା ଉପନିର୍ବାଚନରେ ବାଜିମାତ୍‌‌।
୨୦୧୯ ନିର୍ବାଚନରେ ଦିପାଳୀ ଦାସଙ୍କ ବାପା ସ୍ୱର୍ଗତ ନବ ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟ୍‌‌ରେ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ ପରାସ୍ତ କରିଥିଲେ। ନବ ଦାସ ମୋଟ୍‌‌ ୯୮,୬୨୦ ଖଣ୍ଡ ଭୋଟ୍‌‌ ପାଇଥିବା ବେଳେ ଦୀନେଶ ୫୨,୯୨୧ ଭୋଟ୍‌‌ ପାଇଥିଲେ।


Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories