Patra electronics

ପୌର କାର୍ଯ୍ୟାଳୟରେ ଧାରଣା ଦେଲେ ପୌରାଧ୍ୟକ୍ଷା

ଟିଟିଲାଗଡ଼ : ଟିଟିଲାଗଡ଼ ପୌର ପରିଷଦରେ ଆଜି ସକାଳୁ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପୌର ନିର୍ବାହୀ ଅଧିକାରୀ ଅପମାନ କରୁଥିବା ଅଭିଯୋଗ କରି ପୌରଧ୍ୟକ୍ଷା ମମତା ଜୈନ ତଳେ ବସି ଧାରଣା  ଦେଇଥିଲେ । ବାହୁନି ବାହୁନି କାନ୍ଦିଥିଲେ । ଏହାକୁ ନେଇ ଦୀର୍ଘ ସମୟ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଦୀର୍ଘ ସମୟ ଧରି ତଳେ ବସି ଧାରଣା ଦେଇଥିଲେ । ଏନେଇ ପ୍ରଥମେ କର୍ମଚାରୀ ଯେତେ ବୁଝାଇଲେ ମାନିଲେ ନାହିଁ । ପରେ ନିର୍ବାହୀ ଅଧିକାରୀ ବିପିମ ବିହାରୀ ଦୀପ ଆସି କ୍ଷମା ମାଗିଲେ । ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Comments are closed.