Browsing Tag

titilagarh news odia news odisha news

ଜେଲରୁ ଫେରାର କଏଦୀ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ଉପକାରାଗାରରୁ ଫେରାର କଏଦୀ ସୁମିତ ବେହେରା ଗିରଫ ହୋଇଛି। ଗତ ୯ ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇ ଯାଇଥିଲେ। ଏନେଇ ଜେଲ କର୍ତ୍ତୃପକ୍ଷ…
Read More...

ରନ୍ଧା ମଦ ଜବତ କଲା ଅବକାରୀ ବିଭାଗ ; ଜଣେ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅଞ୍ଚଳରେ ମଦ ମାଫିଆ ସକ୍ରିୟ ହୋଇଥିବା ପରିଲକ୍ଷିତ ହୋଇଛି। ଟିଟିଲାଗଡ଼ ଅବକାରୀ ବିଭାଗ ଏନେଇ ସତର୍କ ଦୃଷ୍ଟି ରଖିଥିବା ବେଳେ ଶୁକ୍ରବାର ବଡ଼ ସଫଳତା ମିଳିଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ…
Read More...

ଜୁଆ ଆଡ୍ଡାରେ ଚଢଉ ;୨୫ ଜୁଆଡି ଗିରଫ ,ଲକ୍ଷାଧିକ ଟଙ୍କା ସହ ୯ ବାଇକ ଜବତ

ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡା ଗ୍ରାମର ଏକ ପୁରୁଣା ଜୁଆ ଆଡ୍ଡାରେ ଟିଟିଲାଗଡ଼ ପୁଲିସ ବଡ଼ ଧରଣର ଚଢଉ କରିଛି। ଏନେଇ ଗୁରୁବାର ଟିଟିଲାଗଡ଼ ଥାନା ଠାରେ ଏସଡ଼ିପିଓ ଅଙ୍କିତା କୁମ୍ଭାର ଏବଂ ଥାନା…
Read More...

ଭୁଲ୍‌‌ ଇଞ୍ଜେକ୍ସନ ଯୋଗୁଁ ଶିଶୁ ଓ ମାତୃ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଟିଟିଲାଗଡ଼ : ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭୁଲ୍‌‌ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିହିନୀ ଗ୍ରାମର ବିମଲ ଛତରଙ୍କ…
Read More...

ଟିଟିଲାଗଡ଼ ଆଶ୍ରମ ସ୍କୁଲରେ ଝାଡା ରୋଗରେ ଆକ୍ରାନ୍ତ ଛାତ୍ରୀ ; ଅଛନ୍ତି ସୁସ୍ଥ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ଦେଶିଲ ସ୍ଥିତ ଅନୁସୂଚିତ ଜାତି, ଜନଜାତି ଆଶ୍ରମ ସ୍କୁଲରେ କିଛି ଛାତ୍ରୀ ଝାଡା ରୋଗରେ ଆକ୍ରାନ୍ତ ହେବା ପରେ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଛି। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନୁନ…
Read More...

ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼ : ରେଳ ଧାରଣାରୁ ଶନିବାର ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଟିଟିଲାଗଡ଼ ଥାନା ଅନ୍ତର୍ଗତ ମନିଗାଁ ରେଳ ଫାଟକ ନିକଟରେ, ରେଳ ଧାରଣା ଉପରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି। ମୃତ ଯୁବତୀଙ୍କ ମୁଣ୍ଡ ଓ ଶରୀର…
Read More...

ନବୀନ ନିବାସରେ ଜିଲ୍ଲା ସଂଗ୍ରାମୀ

ଟିଟିଲାଗଡ଼ : ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନ ତାତି ରାଜଧାନୀରେ ନବୀନ ନିବାସକୁ ପହଁଚିଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟାହ୍ନ ୧୨ଟାରେ…
Read More...

ଜିଲା ଦାବି ; ତେଜୁଛି ଅସନ୍ତୋଷ, ୨୭ରୁ ଧାରଣା

ଟିଟିଲାଗଡ଼ : ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ ତଥା ଏନେଇ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ନେଇ ଟିଟିଲାଗଡ଼ ଜିଲା ସଂଗ୍ରାମୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ଗତ ୩୧ ବର୍ଷ ଧରି ଟିଟିଲାଗଡ଼…
Read More...

ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ଟିଟିଲାଗଡ଼ : ଟିଟିଲାଗଡ଼ରେ ସହରରେ ଅପରାଧ ତଥା ଟ୍ରାଫିକ ନିୟନ୍ତ୍ରଣ ପାଇଁ ବହୁ ପ୍ରତିକ୍ଷିତ ସିସିଟିଭି ମନିଟରିଙ୍ଗ ବ୍ୟବସ୍ଥା ଉଦଘାଟନ ହୋଇଛି। ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ,…
Read More...

ଗାଁରେ ସ୍ୱଚ୍ଛତା ସଚେତନତା

ଟିଟିଲାଗଡ଼ : ଗ୍ରାମାଞ୍ଚଳରେ ସ୍ୱଚ୍ଛତା ନେଇ ଉଦ୍ୟମ ଆରମ୍ଭ ହେବା ସହ ଉତ୍ସାହ ସୃଷ୍ଟି କରିଛି। ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ନରେନ ପଞ୍ଚାୟତରେ ଏନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ…
Read More...