ଟିଟିଲାଗଡ଼ରେ ବିଜେପିର ନବୀନ ଜୈନଙ୍କ ବିଜୟ

ଟିଟିଲାଗଡ଼ : ବଲାଙ୍ଗିର ଜିଲା ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ନବୀନ ଜୈନ ୧୭ ହଜାରରୁ ଊର୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି। ଗତ ଦୁଇଟି ନିର୍ବାଚନରେ ଟିଟିଲାଗଡ଼ ବିଧାୟକ ଭାବରେ ବିଜୟୀ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ବିଜେପି ପ୍ରାର୍ଥୀ ନବୀନ ୧୭ ହଜାରରୁ ଊର୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ନବୀନଙ୍କ ବିଜୟ ନେଇ ତାଙ୍କ ଶତାଧିକ ସମର୍ଥକ ରାସ୍ତାକୁ ଓହ୍ଲାଇ ଆତସବାଜି ସହ ସହରରେ ବିଶାଳ ଶୋଭାଯାତ୍ରାରେ ଓହ୍ଲାଇଛନ୍ତି।

kalyan agarbati

Comments are closed.