www.samajalive.in
Monday, December 8, 2025
16.1 C
Bhubaneswar

ଆପ୍‌ର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ; ପ୍ରମାଣପତ୍ର ଦେଖାଇଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ପକ୍ଷରୁ ରବିବାର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍‌ ନେତା ଆତିଶୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆତିଶୀ କହିଛନ୍ତି ଯେ, ଆଜିଠାରୁ ଆମେ ଏକ ଅଭିଯାନ ଆରମ୍ଭ କରୁଛୁ। ଏହି ଅଭିଯାନରେ ଆପ୍‌ ନେତାମାନେ ପ୍ରତ୍ୟେକ ଦିନ ସେମାନଙ୍କର ଡିଗ୍ରୀ ସମସ୍ତଙ୍କ ସମ୍ମୁଖରେ ରଖିବେ ଏବଂ ଦେଖାଇବେ। ମୋର ଡିୟୁରୁ ​​ବିଏ ଡିଗ୍ରୀ, ଅକ୍ସଫୋର୍ଡରୁ ଦୁଇଟି ମାଷ୍ଟର ଡିଗ୍ରୀ ଅଛି। ଏ ସମସ୍ତ ପ୍ରମାଣପତ୍ର ଅସଲୀ। ମୁଁ ଆଜି ସମସ୍ତ ନେତାଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ, ସମସ୍ତେ ନିଜ ନିଜର ଡିଗ୍ରୀ ଦେଖାନ୍ତୁ। ବିଶେଷକରି ବିଜେପି ନେତାମାନେ ମଧ୍ୟ ନିଜ ଡିଗ୍ରୀ ଦେଖାନ୍ତୁ।

ସେ କହିଛନ୍ତି, ଧୀରେ ଧୀରେ ଆମ୍ ଆଦମୀ ପାର୍ଟିର ସମସ୍ତ ନେତା ନିଜର ଡିଗ୍ରୀ ଦେଖାଇବେ, ଆମେ ବିଜେପିକୁ ମଧ୍ୟ ନିବେଦନ କରିବୁ ସେମାନେ ନିଜ ଡିଗ୍ରୀ ଦେଖାଇବେ। ଏଠାରେ ଉଲ୍ଲେଖଯୋଗ୍ୟ, ଆତିଶୀ ଅରବିନ୍ଦ କେଜ୍ରିୱାଲ ସରକାରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories