www.samajalive.in
Monday, December 15, 2025
16.1 C
Bhubaneswar

ମା ବାସନ୍ତୀଦୂର୍ଗାଙ୍କ ମହାଷ୍ଟମୀ ପୂଜା ପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ- ମା ବାସନ୍ତୀଦୂର୍ଗାଙ୍କ ମହାଷ୍ଟମୀପୂଜା ଗୁରୁଡିଝାଟିଆ-କୋତର ଦେବୀପୀଠରେ ଅନୁଷ୍ଠିତ ହେଉଛି । ମାଆ ଙ୍କ ୭୬ତମ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରୁଡିଝାଟିଆ-କୋତର ଗ୍ରାମ ଆରାଧ୍ୟାଦେବୀ ମା ବାସନ୍ତୀଦୂର୍ଗାଙ୍କ ପୀଠରେ ଆଜି ପୂଜାର୍ଚ୍ଚନା କରିବା ପାଇଁ ୧୦ହଜାର ଶ୍ରଦ୍ଧାଳୁ ସମାବେଶ ହୋଇଥିଲେ । ସନ୍ଧ୍ୟାରେ ବ୍ରତାଚାରୀମାନେ ସନ୍ଧ୍ୟାଆଳତୀ ମଧ୍ୟ କରିଥିଲେ । ଗୁରୁଡିଝାଟିଆ-କୋତର ମା ବାସନ୍ତୀ ଦୂର୍ଗା କମିଟିର କର୍ମକର୍ତ୍ତା ଓ ଗ୍ରାମର ଯୁବକ,ମୁରବୀମାନେ ଉପସ୍ଥିତ ହୋଇ ମାଆଙ୍କ ଅଶୋକାଷ୍ଟମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରୁଛନ୍ତି ।

ଆସନ୍ତା ୧ ତାରିଖ ଅପରାହ୍ନରେ ମାଆଙ୍କ ଭସାଣୀ ଓ ପାହାଡି ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ମା ବାସନ୍ତୀଦୂର୍ଗା ମହୋତ୍ସବ କମିଟି ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories