www.samajalive.in
Sunday, December 14, 2025
19.1 C
Bhubaneswar

ନାବାଳକକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କଣ୍ଟାବାଞ୍ଜି -ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁ ରେ ଜମିବାଡ଼ି ଗଣ୍ଡଗୋଳ କୁ କେନ୍ଦ୍ର କରି ବିଲ ମଝିରେ ୯ ବର୍ଷ ର ନାବାଳକ କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜିତେନ ପୋଡ଼କୁ ଆଜୀବନ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।ଦୋଷୀକୁ ଭାରତୀୟ ପିଙ୍ଗଳଧାରା ୩୦୨ରେ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଦେବା ପାଇଁ ଅଦାନତ ନିର୍ଦେଶ ଦେଇଛନ୍ତି । ଜୋରିମାନେ ଦେଇ ନ ପାରିଲେ ଅଧିକ ୨ ବର୍ଷ କାରାଗାରରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ।

ତୁରେକେଲା ଥାନା ଅଞ୍ଚଳ ପଣ୍ଡରେନ ଗାଁ ରେ ୨୦୨୧ମସିଆ ମେ ମାସ୨୦ ତାରିଖ ସକାଳେ, ନାବାଳକ ପରମେଶ୍ୱର ଗହୀର ନିଜ ଜମିକୁ ଯାଇଥିବା ବେଳେ,ସେହି ଗାଁ ର ସମ୍ପର୍କୀୟ ଭାଇ ଜିତେନ ପୋଡ଼ ପୂର୍ବ ଶତ୍ରୁତା କାରଣ ରୁ ଟାଙ୍ଗିଆ ରେ ହାଣିବାରୁ ଜିତେନ୍‌ର ମୃତ୍ୟୁ ହୋଇଯାଇଥିଲା । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ଏଥିରେ ୨୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏହି ମାମଲାର ଶୁଣାଣୀ କରି ମାନ୍ୟବର ଅଦାଲତ ଜିତେନ ପୋଡ଼କୁ ଦୋଷୀ ସାବ୍ୟସ୍ତ୍ୟ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

- Advertisement -

 

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories