www.samajalive.in
Sunday, December 14, 2025
19.1 C
Bhubaneswar

ଗେଟ୍‌ ସ୍କୋର୍‌ ଆଧାରରେ ଓଡିଶାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତିକୁ ବିରୋଧ କଲେ ବେକାର ଡିଗ୍ରୀ ଇଂଜିନିୟର ସଂଘ

ଭୁବନେଶ୍ୱର – ଗେଟ୍‌ ସ୍କୋର୍‌ ଆଧାରରେ ଓଡିଶାର ଜଳସଂପଦ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀରେ ନିଯୁକ୍ତିକୁ ବିରୋଧ ।   ଡିଗ୍ରୀ ଇଂଜିନିୟରମାନେ ଏହାକୁ ବିରୋଧ କରିଛନ୍ତି । ଏଥିଯୋଗୁଁ ୧୨ ହଜାରରୁ ଅଧିକ ଇଂଜିନିୟର ଆବେଦନ କରିପାରିବେ ନାହିଁ ବୋଲି ଅଭିଯୋଗ କରାଯାଇଛି । ଏ ନେଇ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ବିରୋଧ ପ୍ରଦର୍ଶନ କରାଯାଇଛି ।

ଓଡିଶାରେ ଇଂଜିନିୟରଙ୍କ ନିଯୁକ୍ତି ପାଇଁ ଓପିଏସି ସହ ଅନ୍ୟ ସଂସ୍ଥା ଥିବା ବେଳେ ଜାଣି ଶୁଣି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡିଗ୍ରୀ ଇଂଜିନିୟରମାନେ ଅଭିଯୋଗ କରିଛନ୍ତି । ଗେଟ୍‌ ସ୍କୋର ତିନିବର୍ଷ ପୁରୁଣା ହୋଇଥିବା ବେଳେ ଏହାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି । ଏହାକୁ ବେକାରୀ ଡିଗ୍ରୀ ଇଂଜିନିୟର ସଂଘ ପକ୍ଷରୁ ବିରୋଧ କରାଯାଇଛି ।

- Advertisement -

ଏହି ପଦ୍ଧତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସଂଘ ଦାବି କରିଛି । ଏହି ପଦ୍ଧତି ପ୍ରଚଳନ ହେଲେ ଅନେକ ଆଶାୟୀ ଇଂଜିନିୟରଙ୍କ କ୍ଷତି ହେବ ବୋଲି କୁହାଯାଇଛି । ଏ ନେଇ ଅଦାଲତରେ ମାମଲା ବିଚାରଧୀନ ଅଛି । ଏହି ପଦ୍ଧତିକୁ ତରନ୍ତ ରଦ୍ଦ କରିବା ପାଇଁ ବେକାର ଡିଗ୍ରୀ ଇଂଜିନିୟର ସଂଘ ଦାବି କରିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories