www.samajalive.in
Sunday, December 14, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପଞ୍ଜାବର ଅମୃତସହରରେ ଆଜି ଭୂକମ୍ପର ଝଟକା ଅନୁଭବ .. ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ

ଆଜି ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ .. ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆଜି ବାଲି ଗସ୍ତ କରିବେ ବୋଲି ସୂଚନା ମିଳିଛି .. ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ହେବ

- Advertisement -

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ .. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ .. ଭୁବନେଶ୍ୱର ସମେତ ଏକକାଳୀନ ୮ଟି ସ୍ଥାନରେ ଟିକ୍‌ନିଖ୍‌ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସର ଅଧିକାରୀ

ଆଜି ଶିଶୁ ଦିବସ… ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ… ଚାଚା ନେହେରୁଙ୍କୁ ମନେ ପକାଉଛି ସାରାଦେଶ… ଶିଶୁ ଦିବସ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ… ସବୁ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ… ଉତ୍ସାହିତ ରହିଛନ୍ତି ଛାତ୍ରଛାତ୍ରୀ…

ପୁଣି ତାତିଲେ ପ୍ରାଥମିକ ଶିକ୍ଷକ… ଆନ୍ଦୋଳନ ପାଇଁ ଜୋରଦାର ପ୍ରସ୍ତୁତି… ଶିକ୍ଷକ ଭବନରେ ମହାସଂଘର ଗୁରୁତ୍ବପୂର୍ଣ୍ଣ ଆଲୋଚନା… ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ… ସରକାର ଦାବି ନମାନିଲେ ବିଧାନସଭା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଚେତାବନୀ…

ପଦ୍ମପୁର ଉପନିର୍ବାଚନକୁ ନେଇ ବଢ଼ୁଛି ତାତି… ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ… କଂଗ୍ରେସ ମଧ୍ୟ ପଦ୍ମପୁର ପାଇଁ କରିସାରିଛି ପ୍ରାର୍ଥୀ ଘୋଷଣା.. ହେଲେ ବିଜେଡି ପାଇଁ ବଢ଼ୁଛି କଳ୍ପନା ଜଳ୍ପନା… ଏଯାଏଁ ପ୍ରାର୍ଥୀ ଘୋଷଣା ନେଇ ଦଳରେ ଦ୍ୱନ୍ଦ୍ବ… ଅନୁକମ୍ପା ଭୋଟ୍‌ ହାତେଇବାକୁ ପ୍ରୟାସ କରିପାରେ ବିଜେଡି…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories