ଭୂକମ୍ପରେ ଥରିଲା ପଞ୍ଜାବ

ଚଣ୍ଡିଗଡ : ପଞ୍ଜାବର ଅମୃତସହରରେ ଆଜି ଭୂକମ୍ପର ଝଟକା ଅନୁଭବ ହୋଇଛି । ପଞ୍ଜାବର ଅମୃତସହରରୁ ୧୪୫ କିଲୋମିଟର ଉତ୍ତର-ପଶ୍ଚିମରେ ଭୋର ୩ଟା ୪୨ ମିନିଟ୍‍  ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଛି । ଏନସିଏସ ସୂଚନାନୁଯାୟୀ, ଏହି ଭୂକମ୍ପ ଭୂମି ଠାରୁ ୧୨୦ କିଲୋମିଟର ଗଭୀର । ଭୂକମ୍ପରେ କୌଣସି ଧନଜୀବନ ହାନୀ ହୋଇନଥିବା ନେଇ ଜଣାପଡିଛି ।

Comments are closed.