ନୀଳଗିରି: ବାରହା ଯନ୍ତାରେ ଭାଲୁ ଫସି ଯାଇଥିବା ସୂଚନା ମିଳିଛି। ବେଙ୍ଗାପିଆଶାଳ ନିକଟରେ ନୂଆକୂଳିଆ ଗ୍ରାମରେ ବାରହାକୁ ଧରିବା ପାଇଁ ଗ୍ରାମବାସୀମାନେ ଯନ୍ତା ବସା ଯାଇଥିଲେ। ସେଥିରେ ବାରହା ବଦଳରେ ଭାଲୁଟି ଫସି ଯାଇଛି। ଭାଲୁଟିକୁ ଧରିବା ପାଇଁ ଅନୁଗୁଳରୁ ଟ୍ରାଙ୍କୁଲାଇଜ ଟିମ ଆସୁଥିବାର ଜଣା ପଡିଛି।
Popular Categories



