www.samajalive.in
Monday, December 15, 2025
17.1 C
Bhubaneswar

ଜାତିସଂଘ ମହାସଚିବଙ୍କ ସତର୍କବାଣୀ, ସହଯୋଗ କର ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହ

ଡେସ୍କ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌‌ ଜଳବାୟୁ ସମ୍ମିଳନୀ କପ୍‌‌-୨୭ରେ ସତର୍କ କରାଇ କହିଛନ୍ତି ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ସହଯୋଗ ରକ୍ଷା କରନ୍ତୁ, ନଚେତ ପରିଣାମ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଛନ୍ତି, ଜଳବାୟୁ ଦୃଷ୍ଟିରୁ ଏବେ ବିଶ୍ୱ ନର୍କ ଆଡ଼କୁ ଗତି କରୁଛି। ସେ କହିଛନ୍ତି, ଆମେ ସମସ୍ତେ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ କରୁଛେ, କିନ୍ତୁ ପରାସ୍ତ ହେଉଛେ।

ଆମେ ଯେଉଁ ଗ୍ରହରେ ବାସ କରୁଛେ ତାହା ଏବେ ଏଭଳି ପରିସ୍ଥିତି ଆଡ଼କୁ ଗତି କରୁଛି, ଯାହାକୁ ପୁନର୍ବାର ଫେରାଇ ଆଣିହେବ ନାହିଁ। ତେଣୁ ବିକଶିତ ରାଷ୍ଟ୍ରଗୁଡ଼ିକ ନିଜ ମଧ୍ୟରେ ବିଚାର ବିମର୍ଶ କରି ପଦକ୍ଷେପ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories