www.samajalive.in
Sunday, December 7, 2025
14.1 C
Bhubaneswar

ଅର୍ଚ୍ଚନାଙ୍କ ଲିଙ୍କରେ ବଲାଙ୍ଗିରର ସୁନା ବ୍ୟବସାୟୀ !

ବଲାଙ୍ଗିର: ବଢ଼ୁଛି ଲେଡି ବ୍ଲାକମେଲର ଚର୍ଚ୍ଚିତ ଅର୍ଚ୍ଚନାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା । ଅର୍ଚ୍ଚନା ଗିରଫ ହେବା ପରେ ଅନେକ ଚେହେରା ସାମ୍ନାକୁ ଆସୁଛନ୍ତି । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ପୂର୍ବରୁ ଭାଇରାଲ ହୋଇଥିଲା । ଅର୍ଚ୍ଚନା କେଭି ଓ ସାଂସଦ ପତ୍ନୀଙ୍କ ନାଁରେ କ୍ୟାପିଟେଲ ଥାନାରେ ଏତଲା ଦେଇଥିବା ଜଣାପଡିଥିଲା । ହେଲେ ଏବେ ବଲାଙ୍ଗୀର ଆଉ ଜଣେ ବ୍ୟକ୍ତିଙ୍କ ନାଁ ଅର୍ଚ୍ଚନାଙ୍କ ସହ ଯୋଡି ହୋଇଛି । ଚର୍ଚ୍ଚାର ପରିଧିକୁ ବଲାଙ୍ଗିରର ଜଣେ ସୁନା ବ୍ୟବସାୟୀ ନାଁ ଆସିଛନ୍ତି ।

ସୁନା ବ୍ୟବସାୟକୁ ସଂପ୍ରସାରିତ କରୁଥିବା ବ୍ୟବସାୟୀ ଅର୍ଚ୍ଚନାଙ୍କ ଜାଲରେ ପଡିଥିବା ଆଲୋଚନା ହେଉଛି । ଅର୍ଚ୍ଚନା ପିନ୍ଧୁଥିବା ସୁନା ହାର ସହ ଅର୍ଚ୍ଚନାଙ୍କ ଘରେ ଥିବା ବିଳାସମୟ ସୋଫା ବ୍ୟବସାୟୀ ଜଣକ ଉପହାର ଦେଇଥିବା ସୂଚନା ମିଳିଛି । ନାରୀ ପ୍ରେମୀ ସୁନା ବ୍ୟବସାୟୀ ଜଣଙ୍କ ବେଶ ସଉକିଆ ମିଜାଜ୍‌ର । ଏହାର ସତ୍ୟତା ପୁଲିସ ଖୋଳତାଡ କଲେ ବ୍ୟବସାୟୀଙ୍କ ଗୁମର ଖୋଲିବ ବୋଲି ନିକଟତମ ସୂତ୍ରରୁ ଜଣାପଡିଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories