www.samajalive.in
Tuesday, December 9, 2025
15.1 C
Bhubaneswar

ସାଇବର ଠକେଇ, ପାର୍ବଣରେ ରାଜଧାନୀରୁ ୫୦ଲକ୍ଷ ଚଳୁ

ଭୁବନେଶ୍ବର: ପାର୍ବଣରେ ଲୋକେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅଧିକ କିଣାବିକା, ଉପହାର ଦିଆନିଆ ଓ ଟଙ୍କାଦେଣ ଆଦି ଅନଲାଇନ ମୋଡରେ କରାଯାଉଥିବାରୁ ଏହାର ସୁଯୋଗ ନେଇଥିଲେ ସାଇବର ଠକ। ପାର୍ବଣ ସମୟରେ ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ୫୦ଲକ୍ଷ ଟଙ୍କାରୁ ଅଧିକ ସାଇବର ଠକେଇ ହୋଇଥିବା ଅଭିଯୋଗ ଆସିଛି। ତେବେ ଦଶହରାରୁ ଦୀପାବଳୀ ମଧ୍ୟରେ ପ୍ରାୟ ୫୦ଲକ୍ଷରୁ ଊର୍ଦ୍ଧ୍ବ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ୟୁପିଆଇ ସମ୍ବନ୍ଧୀୟ ଠକେଇ ସବୁଠାରୁ ବେଶି ହୋଇଛି ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ବର ସାଇବର ପୁଲିସ ସାଇବର ଠକେଇ ନେଇ ସଚେତନ ରହିବାକୁ ପରାମର୍ଶ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories