www.samajalive.in
Sunday, December 14, 2025
19.1 C
Bhubaneswar

ସ୍ତ୍ରୀ କୁ ଛୁରି ଦେଖାଇ ହତ୍ୟା କରିବାକୁ ଦେଉଥିବା ଧମକ ଦେଉଥିବା ସ୍ୱାମୀକୁ ବାନ୍ଧିଲା ପୁଲିସ

ରେଙ୍ଗାଲିକ୍ୟାମ୍ପ — ସ୍ତ୍ରୀକୁ ଛୁରି ଦେଖାଇ ହତ୍ୟା ଧମକ ଦେଉଥିବା ସ୍ୱାମୀକୁ ପୁଲିସ ଗିରଫ କରିଛି । ଅତିବିରା କାଣ୍ଡପାଲି ଅକ୍ଷୟଟିକ୍ରାରେ ରହୁଥିବା ରାକେଶ ବିଶ୍ୱାସ ସ୍ତ୍ରୀ ସବିତାଙ୍କ ସହ ଝଗଡା ପରେ ଏକ ଛୁରି ଦେଖାଇ ହତ୍ୟା କରିବାରୁ ଧମକ ଦେଉଥିଲା । ଥାନାରେ ଏ ବିଷୟରେ ସବିତା ଅଭିଯୋଗ କରିବା ପରେ ରାକେଶଙ୍କୁ ପୁଲିସ ଗିରଫ କରିଛି ।

ବାରମ୍ବାର ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେଉଥିବା ସବିତା ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଘଟଣାର ତଦନ୍ତ କରି ଧମକ ପାଇଁ ବ୍ୟବହାର କରାଯାଇଥିବା ଛୁରିକୁ ଜବତ କରବି ସହ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଭାରତୀୟ ପିଙ୍ଗଳଧାରା ୩୭୦/୪୮୯(ଏ) ରେ ମାମଲା ରୁଜା କରାଯାଇ ରାକେଶକୁ କୋର୍ଟ ଚାଲାଣ କରାଯାଇଛି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories