କଟକ ବାଲିଯାତ୍ରା : ପ୍ଲଟ ଆବଣ୍ଟନ ଲାଗି ପଞ୍ଜିକରଣ ଆରମ୍ଭ
କଟକ : ଐତିହାସିକ କଟକ ବାଲିଯାତ୍ରା ନିମନ୍ତେ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ଶନିବାରଠୁ ଆରମ୍ଭ ହୋଇଛି । ଏଥିପାଇଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ପଇଠ କରିବାକୁ ପଡୁଛି । ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢିବ । ମୋଟ୍ ୧୪୦୦ ପ୍ଲଟ୍ ଆବଂଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା କଟକଣା ଯୋଗୁଁ ୨ବର୍ଷ ପରେ ଏଥର ଆଡମ୍ବର ସହକାରେ ବାଲିଯାତ୍ରା ଆୟୋଜନ କରାଯାଉଛି।
Comments are closed.