www.samajalive.in
Saturday, December 6, 2025
15.1 C
Bhubaneswar

ଲିପ୍‍ବାମ୍‍ର ଉପକାରିତା

ଓଠକୁ ସୁନ୍ଦର ଓ କୋମଳ କରିବା ପାଇଁ ଆମେ ଲିପ୍‍ବାମ୍‍ର ବ୍ୟବହାର କରିଥାଉ। ଏହାକୁ ଓଟଠରେ ଲଗାଇବା ଦ୍ୱାରା ଓଠର ସୁନ୍ଦରତା ବଢିଥାଏ। ମାତ୍ର ଓଠ ବ୍ୟତୀତ ଏହାର ଅନ୍ୟ ଲାଭ ମଧ୍ୟ ରହିଛି। ଜାଣନ୍ତୁ ତାହା କଣ ….
ବହୁ ସମୟରେ ହାତ, ପାଦର ଆଙ୍ଗୁଠି ନିକଟରେ ଚର୍ମ ଶୁଷ୍କ ହୋଇଯାଇଥାଏ। ତେଣୁ ସେହି ସମୟରେ ଏହି ସମସ୍ତ ସ୍ଥାନ ମାନଙ୍କରେ ଲିପ୍‍ବାମ୍‍ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ନୂଆ ଜୋତା ପିନ୍ଧିବା ଦ୍ୱାରା ଅନେକ ସମୟରେ ପାଦରେ ଫୋଟକା ହୋଇଯାଏ। ଦାଗ ମଧ୍ୟ ହୋଇଯାଏ। ଏହାକୁ ଲଗାଇବା ଦ୍ୱାରା ପାଦକୁ ଖୁବ ଆରାମ ମିଳିଥାଏ।
ପାଦ ଫାଟିବା ସମୟରେ ଏହାକୁ ଲଗାଇବା ଦ୍ୱାରା ମଧ୍ୟ ପାଦ ଫାଟିବା କମିଯାଏ।
ମୁହଁରେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ମୁହଁ ଖୁବ ଉଜ୍ଜଳ ଦେଖାଯାଏ।
ବହୁ ସମୟରେ ବ୍ୟାଗ ଏବଂ ପୋଷାକର ଚେନ୍‍ କାମ କରିନଥାଏ। ଏଥିରେ ଲିପ୍‍ବାମ୍‍ ଲଗାଇଲେ ଚେନ୍‍ ଠିକ ହୋଇଯାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories