ଘରୋଇକରଣ ହେବ ଆଇଡିବିଆଇ ବ୍ୟାଙ୍କ

ନୂଆଦିଲ୍ଲୀ: ଆଇଡିବିଆଇ ବ୍ୟାଙ୍କ ଘରୋଇକରଣ କରଣ ପାଇଁ ଖୁବ୍‌ଶୀଘ୍ର ନିଲାମ ଡକାଯିବ ବୋଲି ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ (ଡିଆଇପିଏମଲ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି। ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଏସଂକ୍ରାନ୍ତରେ ଅନୁମତି ପ୍ରଦାନ କରିଛନ୍ତି। ଏବେ ସରକାରଙ୍କ ହାତରେ ୪୫.୪୮ ଓ ଏଲଆଇସି ହାତରେ ୪୯.୨୪ ପ୍ରତିଶତ ଭାଗିଦାରୀ ରହିଛି । ଉଭୟ ସରକାର ଓ ଏଲଆଇସି ନିକଟରେ ଏହିବ୍ୟାଙ୍କର ୯୪ ପ୍ରତିଶତ ଅଂଶଧନ ଅଛନ୍ତି।

kalyan agarbati

Comments are closed.