www.samajalive.in
Monday, December 15, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ୯୨ ତମ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ… ଅମୃତ ମହୋତ୍ସବ ଅବସରରେ ଉଠାଇଲେ ହରଘର ତ୍ରିରଙ୍ଗ କଥା… କହିଲେ, ୨୦୨୩ ଯାଏ ଚାଲୁ ରହିବ ଏହି ଉତ୍ସବ… ତାହା ସହ କୁପୋଷଣକୁ ଦୂର କରିବା ଉପରେ କଲେ ଗୁରୁତ୍ୱାରୋପ…

(୨)  ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ନୂଆଁଖାଇ କଥା ଉଠାଇଲେ ପ୍ରଧାନମନ୍ତ୍ରୀ… ଓଡ଼ିଶାର ନୂଆଁଖାଇ ପର୍ବ ପାଇଁ ଜଣାଇଲେ ଅଭିନନ୍ଦନ… ଏଥି ସହିତ କେରଳର ଓନମ ଓ ବିଭିନ୍ନସ୍ଥାନରେ ହେବାକୁ ଥିବା ଗଣେଶ ଚତୁର୍ଥୀ ପାଇଁ ଜଣାଇଲେ ଶୁଭକାମନା… କହିଲେ ଏହା ଆମ ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କକୁ କରିବ ରୁଦ୍ଧିମନ୍ତ…

- Advertisement -

(୩) ଜି. ଉଦୟଗିରି ଥାନା ମହିଳା ଏସ.ଆଇଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା… ଥାନା ଆଗରେ ଧାରଣାରେ ବସିଛନ୍ତି ମୃତ ଏସ.ଆଇଙ୍କ ପରିବାର… ପୁଲିସକୁ ପୁଲିସ ନିର୍ଯାତନା ଦେଇଥିବା ଅଭିଯୋଗ… ଆଇଆଇସି ରେବତୀଙ୍କ ବିରୋଧରେ କାର୍ଯ୍ୟାନୂଷ୍ଠାନ ଦାବି… ସେପଟେ ଏଯାଏଁ ହୋଇନି ମୃତ ଏସ.ଆଇ ସ୍ୱାଗତିକାଙ୍କ ଶବବ୍ୟବଚ୍ଛେଦ…

(୪) ରାଜ୍ୟରେ କମୁଛି କରୋନା ସଂକ୍ରମଣ… ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍‌… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୫୭ ସଂକ୍ରମିତ… ଗୋଟିଏ ଦିନରେ ସୁସ୍ଥ ହେଲେ ୨୬୫ ଆକ୍ରାନ୍ତ… ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧,୯୮୦ …

(୫) ଦୁର୍ଘଟଣା ନେଲା ୫ ଜୀବନ… କାମାକ୍ଷାନଗର ଏନଏଚ-୫୩ ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍… ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଡ୍ରାଇଭର ଓ ହେଲପର ଫେରାର…ସମସ୍ତ ମୃତକ ସ୍ଥାନୀୟ ବାଙ୍ଗୁରା ଗାଁର ହୋଇଥିବା ସୂଚନା…

(୬) ମାଟିରେ ମିଶିବ ଟ୍ୱିନ୍‌ ଟାଓ୍ୱାର… ମାତ୍ର ୯ ସେକେଣ୍ଡରେ ହେବ ଧ୍ୱଂସ… ଆଜି ଦିନ ୨.୩୦ରେ ବିସ୍ଫୋରକ ବ୍ୟବହାର କରି ଟ୍ୱିନ୍‌ ଟାଓ୍ୱାରକୁ ଭାଙ୍ଗିବାକୁ ନିଷ୍ପତ୍ତି… ବିସ୍ଫୋରଣ ପାଇଁ ଚାଲିଛି ପ୍ରସ୍ତୁତି… ନିକଟସ୍ଥ ଲୋକଙ୍କୁ ଖାଲି କରିବାକୁ ନିର୍ଦେଶ ଦେଇଛି ପ୍ରଶାସନ…

(୭) ଓଡ଼ିଆ ଝିଅ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ… ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ପତ୍ନୀ କଳ୍ପନା ପିନ୍ଧିପାରନ୍ତି ମୁଖ୍ୟମନ୍ତ୍ରୀ ମୁକୁଟ… ରାଜ୍ୟପାଳଙ୍କ ଠାରେ ଅଟକିଛି ହେମନ୍ତଙ୍କ ବିଧାୟକ ପଦ ରଦ୍ଦ ନିଷ୍ପତ୍ତି.. ହେଲେ ଏବେଠୁ କଳ୍ପନାଙ୍କୁ ନେଇ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା… ଓଡ଼ିଶାରେ ବି ବଢ଼ୁଛି ଚର୍ଚ୍ଚା…

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories