www.samajalive.in
Tuesday, December 9, 2025
16.1 C
Bhubaneswar

ଏହ୍ଳାବାଦ ହେବ ପ୍ରୟାଗରାଜ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଗୋଟିଏ ପରେ ଗୋଟିଏ ସ୍ଥାନର ନାମ ପରିବର୍ତ୍ତନ ଚାଲିଛି। ଏହି ପ୍ରକ୍ରିୟା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହ୍ଲାବାଦର ନାମକୁ ବଦଳାଇ ପ୍ରୟାଗରାଜ କରିବାକୁ ଘୋଷଣା କରିଛନ୍ତି।
କୁମ୍ଭ ମେଳାକୁ ନେଇ ଆୟୋଜିତ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ସଙ୍ଗମ୍‍ ନଗରୀ ଏହ୍ଲାବାଦର ନାମକୁ ପରିବର୍ତ୍ତନ କରି ଏହାକୁ ପ୍ରୟାଗରାଜ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବକୁ ପ୍ରଦେଶ ସରକାର ସବୁଜ ସଙ୍କେତ ଦେଇଥିବାବେଳେ ରାଜ୍ୟପାଳ ରାମ ନାଇକ ମଧ୍ୟ ପ୍ରସ୍ତାବକୁ ସହମତି ପ୍ରଦାନ କରିଛନ୍ତି। ଫଳରେ ଖୁବ୍‍ ଶୀଘ୍ର ଏହ୍ଳାବାଦ “ପ୍ରୟାଗରାଜ’ରେ ପରିବର୍ତ୍ତିତ ହେବାକୁ ଯାଉଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories