ଲାଲୁ ଯାଦବ ଦୋଷ ମୁକ୍ତ

ପାଟନା: ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ସମ୍ପର୍କିତ ଏକ ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଅଦାଲତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ୨୦୧୫ ବିଧାନସଭା ନିର୍ବାଚନ ସମୟରେ ଲାଲୁ ତାଙ୍କ ସାନ ପୁଅ ତେଜସ୍ବୀ ଯାଦବଙ୍କ ପାଇଁ ପ୍ରଚାର କରିବା ସମୟରେ କହିଥିଲେ ଯେ ଏହା ପଛୁଆ ବର୍ଗ ଓ ଉଚ୍ଚ ବର୍ଗଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢେଇ । ଲାଲୁଙ୍କ ଏପରି ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

kalyan agarbati

Comments are closed.