www.samajalive.in
Saturday, December 13, 2025
21.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଢ଼ିଲାଣି ବୈତରଣୀ… ଆଖୁଆପଦା ନିକଟରେ ଧୀରେଧୀ​‌ରେ ବଢ଼ୁଛି ଜଳସ୍ତର… ଆଖୁଆପଦାରେ ଜଳସ୍ତର ୧୮.୨୬ଫୁଟ ରହିଥିବା ବେଳେ ବିପଦ ସଂକେତ ରହିଛି ୧୭.୮୩ ଫୁଟ…ସେପଟେ ମଥାନୀରେ ବି ଡରାଇଲାଣି ବନ୍ୟାପାଣି… ବିପଦ ସଂକେତ ୫.୫୦ ଫୁଟ, ଜଳସ୍ତର ରହିଛି ୬.୫୬ ଫୁଟ…

ରାଜ୍ୟରେ ସ୍ବାଭାବିକ ଠାରୁ ହୋଇଛି ଅଧିକ ବର୍ଷା… ଜୁନରୁ ବର୍ତ୍ତମାନ ସୁଦ୍ଧା ବର୍ଷିଛି ଅଧିକ ୧୫%… ବୌଦ୍ଧ ଓ କନ୍ଧମାଳ ସମେତ ୧୦ ଜିଲ୍ଲାରେ ପ୍ରବଳ କାଚିଛି… ଅନ୍ୟ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ନେଇ ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

- Advertisement -

କମିଛି ବର୍ଷା ହେଲେ ବଢ଼ୁଛି ବନ୍ୟା ଦୁର୍ଦ୍ଦଶା… ଫୁଲିଲାଣି ସୁବର୍ଣ୍ଣରେଖା ନଦୀ… ରାଜଘାଟ ଓ ଜାମଶୋଳାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ… ସକାଳ ୬ଟା ସୁଦ୍ଧା ରାଜଘାଟରେ ୧୧.୯୦ ମିଟର ଓ ଜାମଶୋଳାରେ ପ୍ରବାହିତ ହେଉଛି ୫୦.୭୭ ଫୁଟ ପାଣି…

ବାଲେଶ୍ୱରକୁ ବୁଡ଼ାଉଛି ବନ୍ୟାପାଣି… ବାଲିଆପାଳ-କମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ… ଗଳାପୋଲ ନିକଟ ରାସ୍ତାରେ ଚାଲୁଛି ୩ଫୁଟ ପାଣି… ବନ୍ୟାଜଳ ଘେରରେ ରହିଛି ୨୫ଟି ଗାଁ… ହନ୍ତସନ୍ତ ହେଉଛନ୍ତି ଲୋକେ… ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ…

ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ .. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୧,ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ୮୪..

ନୂଆଦିଲ୍ଲୀ : ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ଚିହ୍ନଟ ହେଲେ ୯ ହଜାର ୫୩୧ ଆକ୍ରାନ୍ତ ; ୩୬ ମୃତ .. ୯୭,୬୪୮ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ; ସକ୍ରିୟ ଆକ୍ରାନ୍ତ ହାର ୦.୨୨%..

ଭାଲୁ ଆକ୍ରମଣରେ ମହିଳା ମୃତ .. ସ୍ୱାମୀ ଓ ଝିଅ ଗୁରୁତର.. ବାଟାଗୁଡା ପଞ୍ଚାୟତ ଡଙ୍ଗମ ଗାଁରେ ଘଟିଛି ଅଭାବନୀୟ ଘଟଣା

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories