www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ୟ। ପରିସ୍ଥିତିରେ ପ୍ର।ଣୀଧନ ଚିକିତ୍ସା ଓ ଟୀକ।କରଣରେ ୟୁଜର୍ସ ଫି ଛ।ଡ଼ – ମାଗଣା ହେବ ସମସ୍ତ ଚିକିତ୍ସା

ଭୁବନେଶ୍ୱର – ସଂପ୍ରତି ର।ଜ୍ୟର ବନ୍ୟା ପରିସ୍ଥିତିରେ ପ୍ର।ଣୀଧନ ମାନଙ୍କର ସୁରକ୍ଷ।କୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ରଙ୍କ ପକ୍ଷରୁ ପ୍ରଭ।ବିତ ପ୍ର।ଣୀ ସଂପଦର ଚିକିତ୍ସ। ଓ ଟୀକ।କରଣ ଆଦିକୁ ୟୁଜର୍ସ ଫି ଛ।ଡ଼ କର।ଯ।ଇଛି । ଏ ସଂକ୍ର।ନ୍ତରେ ପ୍ରସ୍ତ।ବକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ର।ଣୀ ସଂପଦ ବିକ।ଶ ପନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ୱ।ଇଁ ଅନୁପୋଦନ କରିଛନ୍ତି ।

ବନ୍ୟ। ପ୍ରଭ।ବିତ ଅଞ୍ଚଳଗୁଡ଼ିକରେ ପ୍ର।ଣୀ ଚିକିତ୍ସ।ଳୟ ଓ ବିଭ।ଗ ପକ୍ଷରୁ ଆୟୋଜିତ ପ୍ର।ଣୀଧନ ଚିକିତ୍ସ। ଶିବରିରେ ରିଲିଫ୍‌ ପଦକ୍ଷେପ ସ୍ୱରୂପ ୧୫ ଦିନ ପର୍ଯ୍ୟନ୍ତ ଏହି ୟୁଜର୍ସ ଫି ଛ।ଡ଼ କର।ଯ।ଇଛି । ଅଗଷ୍ଟ ୧୬ ତ।ରିଖରୁ ୧୫ ଦିନ ପର୍ଯ୍ୟନ୍ତ ୟୁଜର୍ସ ଫି ଛ।ଡ଼ କର।ଯ।ଇଛି । ପ୍ର।ଣୀଧନମାନଙ୍କର ଚିକିତ୍ସ। ନିପନ୍ତେ ଆବଶ୍ୟକ ହେଉଥିବ। ରକ୍ତ, ମଳ ଆଦି ବିଭିନ୍ନ ପରୀକ୍ଷ। ପ।ଇଁ ପଧ୍ୟ ୟୁଜର୍ସ ଫି ନିଆଯିବ ନ।ହିଁ । ଏ ଥି ସହିତ ବନ୍ୟ। ପ୍ରଭ।ବିତ ଅଞ୍ଚଳଗୁଡ଼ିକରେ ପ୍ର।ଣୀଧନପମାନଙ୍କର ଚିକିତ୍ସ। ଓ ଟୀକ।କରଣ ନିମନ୍ତେ ବ୍ୟ।ପକ ମାଗଣ। ପ୍ର।ଣୀ ଚିକିତ୍ସ। ଶିବିର ଆୟୋଜନ କରିବ। ପ।ଇଁ ନିର୍ଦ୍ଦେଶ ଦିଆଯ।ଇଛି । ଏତଦ୍‌ବ୍ୟତୀତ ଏସ୍‌ଡ଼ିଆର୍‌ଏଫ୍‌ ମାର୍ଗଦଶର୍କି । ଅନୁସ।ରେ ଗୋପ।ଳନରେ ନିୟୋଜିତ ଚ।ଷୀମାନଙ୍କୁ ଗୋଖ।ଦ୍ୟ ଯୋଗ।ଇଦେବ।

- Advertisement -

ପ।ଇଁ ନିର୍ଦ୍ଦେଶ ଦିଆଯ।ଇଛି । ବନ୍ୟ। ପ୍ରଭ।ବିତ ଅଞ୍ଚଳରେ ପ୍ର।ଣୀଧନର ସୁରକ୍ଷ। ଓ ତୁରନ୍ତ ଚିକିତ୍ସ।କୁ ର।ଜ୍ୟ ସରକ।ର ପ୍ର।ଥପିକତ। ପ୍ରଦ।ନ କରୁଥିବ। ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକ।ରୀମାନଙ୍କୁ ଏ ଦିଗରେ ଜରୁରୀକ।ଳୀନ ପଦକ୍ଷେପ ନେବ। ପ।ଇଁ ପତ୍ସ୍ୟ ଓ ପ୍ର।ଣୀସଂପଦ ବିକ।ଶ ବିଭ।ଗର ମୁଖ ଶ।ସନ ସଚିବ ଡ. ଅରବିନ୍ଦ କୁମାର ପ।ଢୀ ସମସ୍ତ ଜିଲ୍ଲ।ପ।ଳ ଓ ପୁଖ୍ୟ ଜିଲ୍ଲ। ପ୍ର।ଣୀ ଚିକିତ୍ସ। ଅଧିକ।ରୀଙ୍କୁ ପତ୍ର ଲେଖିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories