www.samajalive.in
Sunday, December 7, 2025
14.1 C
Bhubaneswar

ସ୍ବାଧୀନତା ଦିବସ ପୂର୍ବରୁ ଏନଆଇଏକୁ ବଡ଼ ସଫଳତା: ଆଇଏସଆଇଏସର ସକ୍ରିୟ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ମିଳିଛି ବଡ଼ ସଫଳତା। ରାଜଧାନୀ ଦିଲ୍ଲୀର ବାଟ୍‌ଲା ହାଉସରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡ଼ିତ ଜଣେ ସନ୍ଦିଗ୍ଧକୁ ଏନଆଇଏ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଆଇଏଏସର ଜଣେ ବିଶ୍ବସ୍ତ ତଥା ସକ୍ରିୟ ସଦସ୍ୟ। ସନ୍ଦିଗ୍ଧର ନାଁ ମୋହସିନ୍ ଅହମ୍ମଦ ଓ ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଏବେ ଆଇଏସଆଇଏସର ଅନଲାଇନ୍ ପ୍ରଚାର ଚାଲୁଥିଲା। ଗତ କିଛିଦିନ ହେବ ସେ ବାଟଲା ହାଉସରେ ରହୁଥିଲା।

 

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories