www.samajalive.in
Saturday, December 13, 2025
27.1 C
Bhubaneswar

ବାରଖଣ୍ଡିଆରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ଝୁମ୍ପୁରା: ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ତାଙ୍କର ଏହି ବିଜୟକୁ ସାରା ଦେଶ ପାଳନ କରୁଥିବା ବେଳେ ଆଜି ଝୁମ୍ପୁରା ମଣ୍ଡଳର ବାରଖଣ୍ଡିଆ ଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଆଜି ପରପ୍ସର ମଧ୍ୟରେ ମିଠା ପ୍ରଦାନ କରିବା ସହିତ ନାଚ ଗୀତରେ ଏହି ଉତ୍ସବକୁ ପାଳନ କରୁଥିବା ଦେଖିବାକୁ ମିଳିଛି। ବାରଖଣ୍ଡିଆ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ ଝୁମ୍ପୁରା ମଣ୍ଡର ସାଧାରଣ ସଂପାଦକ ଶାନ୍ତନୁ ସେଠି, ପମୋଦ କୁମାର ସାହୁ, ପୂର୍ବତନ ସରପଞ୍ଚ ଅନିତା ମାର୍ଣ୍ଣି, ମାଜୁରା ମୁଣ୍ଡା, ମାଟୁରାମ ମୁଣ୍ଡା, ଅର୍ଶଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶ୍ନକୁମାର ନାଏକ, ଖେଣ୍ଡାର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦର୍ଶନ ମୁଣ୍ଡା, ତରଣୀସେନ ପାତ୍ର ସମେତ ବିଜେପି ବହୁ ବରିଷ୍ଠ.ଯୁବ ସଦସ୍ୟ ଉପସ୍ଥିତ ରହି ବିଜୟ ଉତ୍ସବକୁ ପାଳନ କରିଥିବା ଦେଖିବାକୁ ମିଳିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories