www.samajalive.in
Tuesday, December 9, 2025
15.1 C
Bhubaneswar

ବାରମ୍ବାର ମୁଣ୍ଡ ବିନ୍ଧିବା ଦେହ ଦରଜ ସମସ୍ୟା କି, ଉପଶମ ଦେବ ପଇଡ଼ପାଣି ତାହା ସହ ରହିଛି ….

ଶରୀରକୁ ହିତ ପଇଡ଼ ପାଣି
ପଇଡ଼ ପାଣି ଶରୀର ପାଇଁ ଖୁବ ଉପକାରୀ । ଏହାର ଏପରି ବହୁ ଗୁଣ ଅଛି ଯାହାକି ସଭିଏଁ ଅଳ୍ପ ବହୁତେ ଜାଣିଥିବେ । ପଇଡ଼ ପାଣି ପିଇବା ଦ୍ୱାରା କ’ଣ କ’ଣ ଉପକାର ମିଳେ , ଆସନ୍ତୁ ସେ ବିଷୟରେ ଜାଣିବା ।
ବାରମ୍ବାର ମୁଣ୍ଡ ବିନ୍ଧିବା , ଦରଜ ରହିବା ଆଦି ରୋଗରେ ପୀଡ଼ିତ ବ୍ୟକ୍ତି ନିୟମିତ ପଇଡ଼ ପାଣି ପିଇଲେ ସେଥିରୁ ଉପଶମ ମିଳେ ।

ପଇଡ଼ ପାଣିରେ କୋଲେଷ୍ଟ୍ରେଲ୍‍ ହ୍ରାସ କରିବାର ଶକ୍ତି ଥିବାରୁ ହୃତପିଣ୍ଡ ଜନିତ ସମସ୍ୟା ଦୂର ହୁଏ ।

- Advertisement -

୍ଣମେଦବହୁଳତା ହ୍ରାସ କରିବାରେ ମଧ୍ୟ ପଇଡ଼ ପାଣି ସାହାଯ୍ୟ କରେ । ନିୟମିତ ପଇଡ଼ ପାଣି ପିଉଥିବା ବ୍ୟକ୍ତିଙ୍କ ମେଦବହୁଳତା ୫ ପ୍ରତିଶତ ପର୍ଯ୍ୟନ୍ତ କମିପାରେ ।

ଏହାକୁ ନିୟମିତ ପିଇବା ଓ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ ।

ଏତଦ ବ୍ୟତୀତ ମୁହଁରେ ଥିବା ଦାଗକୁ ମଧ୍ୟ ପଇଡ଼ ପାଣି କମାଇଥାଏ ।

ପଇଡ଼ ପାଣିରେ ଭିଟାମିନ, ପୋଟାସିୟମ, ମାଗ୍ନେସିୟମ ଆଦି ଥିବା ହେତୁ ଏହା ରକ୍ତଚାପ ଜନିତ ସମସ୍ୟାକୁ ଦୂର କରିଥାଏ ।

ପଇଡ଼ ପାଣି ମାନସିକ ଦୁଶ୍ଚିତାରୁ ମୁକ୍ତ ରଖେ ।

ଏହାଛଡ଼ା ଗର୍ଭାବସ୍ଥାରେ ମହିଳାମାନେ ପଇଡ଼ ପାଣି ପିଇବା ଦ୍ୱାରା ମଧ୍ୟ ଉପକାର ମିଳିଥାଏ । ଏଥିରେ ବହୁ ରୋଗ ପ୍ରତିଷେଧକ ଶକ୍ତି ଥିବାରୁ ଉଭୟ ମା’ ଓ ଶିଶୁଙ୍କୁ ବହୁ ରୋଗରୁ ରକ୍ଷା କରିଥାଏ । ଏହା ପେଟକୁ ମଧ୍ୟ ଥଣ୍ଡା ରଖିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories