www.samajalive.in
Sunday, December 14, 2025
19.1 C
Bhubaneswar

ଭାରତୀୟଙ୍କ ଡିଏନଏରେ ଲୋକତନ୍ତ୍ର:ମୋଦୀ

ଜର୍ମାନ: ଜର୍ମାନୀର ମ୍ୟୁନିକରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ। ମ୍ୟୁନିକରେ ବଦଳୁଥିବା ଭାରତର ବିକାଶର ଚିତ୍ର ବଖାଣିଲେ ମୋଦୀ। ଭାରତ ଗଣତନ୍ତ୍ରର ଜନନୀ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକତନ୍ତ୍ର ସବୁ ଭାରତୀୟଙ୍କ ଡିଏନଏରେ ଭରି ରହିଛି। ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ଏବେ ଭାରତର ସବୁ ଗାଁକୁ ରାସ୍ତା ଓ ବିଜୁଳି ପହଞ୍ଚି ସାରିଲାଣି। ଆତ୍ମନିର୍ଭର ଭାରତ ଆମର ସଂକଳ୍ପ, ସଂକଳ୍ପର ସିଦ୍ଧି ଲାଗି ସଦା ଚେଷ୍ଟିତ। ଭାରତୀୟଙ୍କ ମଧ୍ୟରେ ପୁରୁଣା ମାନସିକତା ବଦଳିଛି। ଏବେ ଭାରତୀୟ ଛାତ୍ର ମାତୃଭାଷାରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ ପଢ଼ିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories