ଫେରିଲା ସ୍ବାଇନ ଫ୍ଲୁ, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ୨ ବର୍ଷ ବ୍ୟବଧାନରେ ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ। ରାଜଧାନୀରେ ୨ଜଣ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୯ରେ ରାଜ୍ୟରେ ପ୍ରଥମ ସ୍ବାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

kalyan agarbati

Comments are closed.