www.samajalive.in
Sunday, December 7, 2025
26.1 C
Bhubaneswar

ନାବାଳକ ନିଖୋଜ; ଏମଭି-୭୨ ଗାଁରେ ଉତ୍ତେଜନା

ମାଲକାନଗିରି: ନାବାଳକ ନିଖୋଜକୁ ନେଇ ଏମଭି-୭୨ ଗାଁରେ ଉତ୍ତେଜନା ଲାଗିରହିଛି । ଗ୍ରାମବାସୀ ମାନେ ନାବାଳକଙ୍କୁ ଉଦ୍ଧାର କରିବାକୁ ଦାବି କରିଛନ୍ତି । ନାବାଳକକୁ ଉଦ୍ଧାର ଦାବିରେ ଗ୍ରାମବାସୀ ମାନେ ଆଜି ସକାଳୁ ରାସ୍ତାରୋକ କରିଥିବା ବେଳେ ପୁଲିସର ବହୁ ବୁଝାସୁଝା ପରେ ଲୋକମାନେ ରାସ୍ତାରୋକରୁ ହଟିଛନ୍ତି । ହେଲେ ଏବେ ବି ଗାଁରେ ଉ​‌ତ୍ତେଜନା ଲାଗିରହିଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରୟାସ କରୁଛି । ସେପଟେ ଏନେଇ ଜଣେ ବ୍ୟବସାୟୀଙ୍କ ଉପରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବ୍ୟବସାୟୀ ଜଣକ ନାବାଳକଙ୍କୁ ଅପହାଣ କରିଛନ୍ତି । ଏନେଇ ପୁଲିସ ତଦନ୍ତ କରିବାକୁ ଦାବି ହୋଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories