www.samajalive.in
Monday, December 15, 2025
14.1 C
Bhubaneswar

ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

ଲାଞ୍ଜିଗଡ: ଲାଞ୍ଜିଗଡ ପଞ୍ଚାୟତ ଭଟାଜରି ଗାଁର ଲିଡିଙ୍ଗ ଲୋହରା (୭୦) ନାମକ ଜଣେ ବୃଦ୍ଧ ନିଜ ସ୍ତ୍ରୀ ଜନକ ଲୋହରା (୬୫) ୨ ମାସର ଭତ୍ତା ପାଇନଥିବା ବେଳେ ସ୍ତ୍ରୀ ଭତ୍ତା ନେବା ପାଇଁ ସ୍ୱାମୀ ଲିଡିଙ୍ଗ ପ୍ରାୟ ଏକ ମାସ ହେଲା ବ୍ୟାଙ୍କ ଓ ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ବେଳେ ପୁଣି ଭତ୍ତା ପାଇଁ ଲାଞ୍ଜିଗଡ ପଞ୍ଚାୟତକୁ ଆସିଥିଲା। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଞ୍ଜିଗଡ ପଞ୍ଚାୟତ ନିର୍ବାହୀ ଅଧିକାରୀ ପରମେଶ୍ବର ସେନାପତିଙ୍କୁ ଅପେକ୍ଷା କରିବା ପରେ ନିରାଶ ହୋଇ ଜଙ୍ଗଲ ରାସ୍ତାରେ ନିଜ ଗାଁ ଭଟାଝରି ଯାଇନପାରି ଲାଞ୍ଜିଗଡ କଲୋନୀ ପଡା ନିଜ ସମ୍ପର୍କୀୟ ଘରେ ରାତି ରହିଥିଲା। ସକାଳେ ୧୦ ଘଣ୍ଟା ସମୟରେ ନିଜ ଗାଁ ଯିବା ରାସ୍ତାର ଲାଞ୍ଜିଗଡ ଭୈରବ ମନ୍ଦିର ନିକଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲା। ତାଙ୍କୁ ଗୁରୁତର ଭାବେ ସମ୍ପର୍କୀୟମାନେ ଲାଞ୍ଜିଗଡ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories