www.samajalive.in
Sunday, December 14, 2025
19.1 C
Bhubaneswar

ନିଯୁକ୍ତି ସୂଚନା- ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ୱର –  ଓଡିଶା ସରକାରଙ୍କ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ଗ୍ରୁପ୍‌ ଡି ବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି । ଦୈନିକ ଖବର କାଗଜ ସମାଜରେ ଏ ନେଇ ବିଜ୍ଞାପନ ପ୍ରକାଶ ପାଇଛି । ୧୫ଟି ପଦ ପାଇଁ ବିଜ୍ଞାପନ ଦିଆଯାଇଛି । ଏହା ଏକ ବର୍ଷ ପାଇଁ ଚୁକ୍ତି ଭିତ୍ତିକ ନିଯୁକ୍ତି ।

ସରକାରୀ ଚାକିରିରୁ ଅବସର ନେଇଥିବା ୬୫ ବର୍ଷରୁ କମ୍‌ ବୟସ୍କ ଗ୍ରୁପ ଡି କର୍ମଚାରୀ ଏହି ପଦ ପାଇଁ ଆବେଦନ କରି ପାରିବେ ।

- Advertisement -

ଏଥିପାଇଁ ଆବେଦନ ଏପ୍ରିଲ ୧୬ ତାରିଖ ସୁଦ୍ଧା ଯୁଗ୍ମ ସଚିବ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ , ଲୋକ ସମ୍ପର୍କ ଭବନ , ଭୁବନେଶ୍ୱର – ୭୫୧୦୦୧ ରେ ପହଞ୍ଚିବାର ଅଛି ।

ସମ୍ପୂର୍ଣ୍ଣ ବିବରଣୀ ପାଇଁ ତଳେ ଦିଆଯାଇଥିବା ବିଜ୍ଞାପନ ଦେଖନ୍ତୁ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories