www.samajalive.in
Tuesday, December 9, 2025
16.1 C
Bhubaneswar

ଓଠ ପାଇଁ ବ୍ୟବହାର କରନ୍ତୁ ମହୁ,ତେଲ

ଗୋଲାପି ଓଠ ସଭିଁଙ୍କୁ ବେଶ ପସନ୍ଦ। ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଓଠ କଳାପଡିଥାଏ। ଏହାସହ ଓଠ ଶୁଖିଥାଏ। ତେବେ ଜାଣନ୍ତୁ କିଭଳି ଓଠର ଯତ୍ନ ନେବେ। ଜାଣନ୍ତୁ….
୨ ଚାମଚ ଚିନି ନିଅନ୍ତୁ। ଏକ ଚାମଚ ଚିନିରେ ମହୁ ଓ ଏକ ଚାମଚ ବାଦାମ ତେଲ ମିଶାନ୍ତୁ। ଏହାକୁ ଓଠରେ ଭଲ ଭାବେ କିଛି ସମୟ ଧିରେ ଧିରେ ମାଲିସ କରନ୍ତୁ। ବାଦାମ ତେଲ ଓ ମହୁ ଲଗାଇବା ଦ୍ୱାରା ଏହା ଓଠକୁ ନରମ କରିବା ସହ କଳାପଣ ଦୂର କରିଥାଏ। ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଓଠ ଗୋଲାପି ହୋଇଥାଏ।
ଏକ ଛୋଟ ବିଟ୍‍ ଖଣ୍ଡ ନିଅନ୍ତୁ। ଏହାକୁ କୋରି ଦିଅନ୍ତୁ। ଏହାକୁ ରସ ବାହାର କରି ଦିଅନ୍ତୁ। ଏହାକୁ ନିଜ ହାତ ଆଙ୍ଗୁଠିରେ ନେଇ ଓଠରେ ଲଗାନ୍ତୁ। ୧୫ ମିନିଟ୍‍ ଲଗାଇ ରଖନ୍ତୁ। ଏହାକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମଧ୍ୟ ଗୋଲାପି ହୋଇଥାଏ।
ସତେଜ ଘିକୁଆଁରୀ ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ନିଜ ଓଠରେ ଲଗାଇ ୧୫ ମିନିଟ୍‍ ଲଗାଇ ରଖନ୍ତୁ। ଏହାପରେ ଓଠକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଓଠ ନରମ ଓ ଗୋଲାପି ହୋଇଥାଏ।
ଦାନ୍ତ ଘଷା ବ୍ରଶକୁ ହାଲକା ଓଦା କରି ଓଠରେ ଧିରେ ଧିରେ ଘଷନ୍ତୁ। ଏବେ ରାତିରେ ଲିପ୍‍ ବାମ୍‍ ଲଗାଇ ଶୁଅନ୍ତୁ।
ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ।

 

- Advertisement -

 

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories