www.samajalive.in
Thursday, December 11, 2025
14.1 C
Bhubaneswar

୧୮୦ କୋଟି ଟପିଲା ସାର୍ବଜନୀନ ଟିକାକରଣ

ନୂଆଦିଲ୍ଲୀ : ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ୧୮୦ କୋଟି ଟପିଛି। ଦେଶବ୍ୟାପୀ ସଫଳତାର ସହ ଟିକାରଣ ଅଭିଯାନ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୮୦ କୋଟି ୩ ଲକ୍ଷ ୭୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି।

୯୬ କୋଟି ୮୬ ଲକ୍ଷ ୯୯ ହଜାରରୁ ଅଧିକ ପ୍ରଥମ ପାନ ଏବଂ ୮୧ କୋଟି ୧୬ ଲକ୍ଷ ୮୩ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି। ୧ କୋଟି ୯୯ ଲକ୍ଷ ୮୮ହଜାରରୁ ଅଧିକ ପ୍ରତିଷେଧାତ୍ମକ ପାନ(ବୁଷ୍ଟର ଡୋଜ) ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏଥିପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ବିଶ୍ବର ସର୍ବ ବୃହତ ଟିକାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ନୂତନ ଶିଖର ଛୁଇଁବାକୁ ଯାଉଛି ବୋଲି କହିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories