www.samajalive.in
Sunday, December 14, 2025
16.1 C
Bhubaneswar

ପାପୁଲିରେ ଅର୍ଦ୍ଧଚନ୍ଦ୍ରର ଅର୍ଥ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ହାତ ପାପୁଲିର ରେଖା ଓ ଚିହ୍ନ ଅାଧାରରେ ତାଙ୍କର ଭବିଷ୍ୟତ ଓ ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ପାପୁଲିର ରେଖାରେ ବିଭିନ୍ନ ପ୍ରକାର ଶୁଭ ଓ ଅଶୁଭ ଚିହ୍ନ ଥାଏ। ଏଭଳି ଏକ ଶୁଭ ଚିହ୍ନ ହେଉଛି ଅଧା ଚାନ୍ଦ। ତେବେ ଚାଲନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାପୁଲିରେ ଥିବା ଅଧା ଚାନ୍ଦର ଅର୍ଥ –
– ଯେଉଁ ବ୍ୟକ୍ତିଙ୍କ ଦୁଇ ହାତ ପାପୁଲିକୁ ମିଶାଇବା ଦ୍ୱାରା ହସ୍ତରେଖା ଅର୍ଦ୍ଧ ଚନ୍ଦ୍ର ଆକୃତି ହୋଇଥାଏ, ଏହି ବ୍ୟକ୍ତିମାନେ ସ୍ୱଭାବତଃ ଖୁବ୍‍ ଶାଳୀନ ହୋଇଥାଆନ୍ତି। ଏହାଛଡ଼ା ଏମାନଙ୍କ ବୁଦ୍ଧି ପ୍ରଖର ହୋଇଥାଏ।
– ଯେଉଁ ବ୍ୟକ୍ତିଙ୍କ ପାପୁଲି ଯୋଡ଼ିବା ଦ୍ୱାରା ସିଧା ରେଖା ଦେଖାଦିଏ, ସେମାନେ ଶାନ୍ତ ସ୍ୱଭାବର ହୋଇଥାଆନ୍ତି। ଏହି ବ୍ୟକ୍ତିମାନେ ବହୁତ ଆରାମ ଓ ଶାନ୍ତି ସହକାରେ କାର୍ଯ୍ୟ କରିଥାଆନ୍ତି।
– ଯଦି ଦୁଇ ପାପୁଲିକୁ ଯୋଡ଼ିବା ପରେ ଅଧା ଚାନ୍ଦ ଆକୃତି ହେଉନାହିଁ, ତେବେ ଏପରି ବ୍ୟକ୍ତି ବେଖାତିର ବା ଅସାବଧାନତା ସ୍ୱଭାବର ହୋଇଥାଆନ୍ତି। ସେହିପରି ଅଙ୍କା ବଙ୍କା ଓ ଭଙ୍ଗା ଚାନ୍ଦ ହେଉଥିବା ବ୍ୟକ୍ତି ଜିଦିଆ ସ୍ୱଭାବର ହୋଇଥାଆନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories