www.samajalive.in
Monday, December 15, 2025
17.1 C
Bhubaneswar

କର୍ମକ୍ଷେତ୍ରରେ ନିଯୁକ୍ତି ପାଇଁ ୫ଟି ସରଳ ଉପାୟ

ଅନେକ ସମୟରେ ବହୁ ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଏହାସହ କର୍ମକ୍ଷେତ୍ରରେ ନିଯୁକ୍ତି ପାଇଁ ମଧ୍ୟ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ସଫଳତା ମିଳିପାରିଥାଏ। ତେବେ କର୍ମକ୍ଷେତ୍ରରେ ନିଯୁକ୍ତି ଓ ସଫଳତା ପାଇବା ପାଇଁ କିଛି ସରଳ ଉପାୟ ରହିଛି। ଜାଣନ୍ତୁ….
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସର୍ବଦା ପ୍ରାତଃ ସମୟରେ ବିଛଣା ତ୍ୟାଗ କରନ୍ତୁ।
ସ୍ନାନ କରିବା ପରେ ଏକ ମାଳା ବ୍ୟବହାର କରି ଓଁ ନମଃ ଶିବାୟ ଜପ କରନ୍ତୁ।
ତିନି ଥର ହନୁମାନ ଚାଳିସା ପାଠ କରନ୍ତୁ।
ମଙ୍ଗଳବାର ପ୍ରଭୁ ହନୁମାନଙ୍କ ମନ୍ଦିରରେ ଭୋଗ ଲଗାନ୍ତୁ।
ଶନିବାର ଦିନ ୮ ଜଣ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ। ଭୋଜନରେ ପୁରୀ,ବ୍ୟଞ୍ଜନ, ଏକ ପ୍ରକାର ମିଠା ନିଶ୍ଚୟ ରଖନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories