www.samajalive.in
Sunday, December 7, 2025
26.1 C
Bhubaneswar

ପରମାଣୁ ନିରସ୍ତ୍ରୀକରଣ ରାଜିନାମାରେ ସ୍ୱାକ୍ଷର କଲେ ଉତ୍ତର ଓ ଦକ୍ଷିଣ କୋରିଆ

ସିଓଲ : କୋରିଆ ଉପମହାଦେଶରୁ ସଙ୍କଟର ଅବସାନ ଏବଂ ପରମାଣୁ ନିରସ୍ତ୍ରୀକରଣ, ସାମରିକ ଉତ୍ତେଜନା ହ୍ରାସ ରାଜିନାମାରେ ଉତ୍ତର କୋରିଆ ଶାସକ କିମ୍‍ ଜଙ୍ଗ୍‍ ଉନ୍‍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଏ ଇନ୍‍ ସ୍ୱାକ୍ଷର କରିଛନ୍ତି। ମୁନ୍‍ କହିଛନ୍ତି, ଟୋଙ୍ଗ୍‍ଚାଙ୍ଗ୍‍-ରି କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଓ କ୍ଷେପଣାସ୍ତ୍ର ଉତ୍‍କ୍ଷେପଣ ବ୍ୟବସ୍ଥାକୁ ସବୁଦିନପାଇଁ ବନ୍ଦ୍‍ କରିବା ଲାଗି ଶ୍ରୀ କିମ୍‍ ରାଜି ହୋଇଛନ୍ତି। ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ନ ଥିବା ସଂକ୍ରାନ୍ତରେ କଥାବାର୍ତ୍ତାରେ ସାମିଲ୍‍ ଥିବା ଦେଶଗୁଡ଼ିକର ବିଶେଷଜ୍ଞମାନଙ୍କଦ୍ୱାରା ପରୀକ୍ଷା କରାଯିବ। ଆମେରିକା ଯଦି ସମାନ ପ୍ରକାର ପଦକ୍ଷେପ ନିଏ, ତେବେ ୟୋଙ୍ଗ୍‍ବାୟୋନ୍‍ସ୍ଥିତ ଉତ୍ତର କୋରିଆର ସର୍ବବୃହତ୍‍ ପରମାଣୁ କେନ୍ଦ୍ରକୁ ବନ୍ଦ୍‍ କରିବାପାଇଁ ଶ୍ରୀ କିମ୍‍ ଇଚ୍ଛା ପ୍ରକଟ କରିଛନ୍ତି।।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories