www.samajalive.in
Tuesday, December 9, 2025
15.1 C
Bhubaneswar

‘ଓଁ’ ଉଚ୍ଚାରଣ କରିବା ଦ୍ୱାରା ମିଳେ ଆଶ୍ଚର୍ଯ୍ୟଜନକ ଲାଭ

‘ଓଁ’ ଉଚ୍ଚାରଣ କରିବା ଦ୍ୱାରା ଖୁବ ଉପକାର ହୋଇଥାଏ। ‘ଓଁ’ ଉଚ୍ଚାରଣ ଦ୍ୱାରା ଶାରୀରିକ ଓ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ।
ଏହା ଉଚ୍ଚାରଣ ଓ ଜପ କରିବା ଦ୍ୱାରା ଆଖପାଖର ସମ୍ପୂର୍ଣ୍ଣ ବାତାବରଣରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ।
ସମ୍ପୂର୍ଣ୍ଣ ଏକାଗ୍ରତା ସହ ଓଁ ଜପ କରିବା ଦ୍ୱାରା ସକରାତ୍ମକତା, ଶାନ୍ତି ଓ ଶକ୍ତି ମିଳିଥାଏ।
ନିୟମିତ ଓଁ ଜପ କରିବା ଦ୍ୱାରା ଏକାଗ୍ରତା ଓ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ନିୟମିତ ଓଁ ଜପ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା , ଅନିଦ୍ରା ଭଳି ସମସ୍ୟା ଦୂର ହୋଇଥାଏ।
ଓଁ ଜପ କରିବା ଦ୍ୱାରା ପେଟ ଓ ରକ୍ତଚାପ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ମାତ୍ର ଓଁ ଜପ କରିବାର କିଛି ନିୟମ ମଧ୍ୟ ରହିଛି। ପ୍ରାତଃ ସମୟରେ ସୂର୍ଯ୍ୟାଦୟ ପୂର୍ବରୁ ଓଁ ଜପ କରିବା ଉଚିତ। ଜପ କରିବା ପାଇଁ ଏକ ଶାନ୍ତ ସ୍ଥାନ ଚୟନ କରନ୍ତୁ। ୧୦୮ ଥର ଓଁ ଜପ କରିବା ଦ୍ୱାରା ଖୁବ ଲାଭ ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories