www.samajalive.in
Saturday, December 13, 2025
27.1 C
Bhubaneswar

କୁଣ୍ଡଳା ଉଚ୍ଚ ବିଦ୍ୟାଳୟର ପୁରାତନ ବନ୍ଧୁ ମିଳନ

ପାଟଣା: ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଏମ କେ ଉଚ୍ଚ ବିଦ୍ୟାଳୟ କୁଣ୍ଡଳା ୨୦୦୭ ବର୍ଷର ବନ୍ଧୁମିଳନ ମିରିଗିଖୋଜି ସ୍ଥିତ ବୈତରଣୀ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ ପରସ୍ପରକୁ ଏକାଠି ପାଇ ପୁରାତନ ଛାତ୍ର ଖୁବ ଆନନ୍ଦିତ ହୋଇଥିଲେ। ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ମନେପକାଇ ନିଜ ନିଜ ମଧ୍ୟରେ ଖୁସି ମନାଇଥିଲେ। ପୂର୍ବତନ ଛାତ୍ର ପ୍ରଶାନ୍ତ କୁମାର ମହାନ୍ତ ନେତୃତ୍ବରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଶୁସାନ୍ତ କୁମାର ମହାନ୍ତ, ଲଳିତ କୁମାର ମହାନ୍ତ ଓ ରଞ୍ଜନ ରଂଜନ କୁମାର ମହାନ୍ତ ସହଯୋଗ କରିଥିବା ବେଳେ ୨୦୦୭ ବର୍ଷର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବଣଭୋଜିରେ ସାମିଲ ହୋଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories