www.samajalive.in
Sunday, December 14, 2025
26.1 C
Bhubaneswar

ଆଇଓସିଏଲ୍‌ ପକ୍ଷରୁ ଓଡିଶା ପ୍ରକଳ୍ପ ପାଇଁ ବାହାରିଥିବା ନିଯୁକ୍ତି ସୂଚନା

 

ଭୁବନେଶ୍ୱର – ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଓଡ଼ିଶା ଏବେ ଝାଡଖଣ୍ଡର କିଛି ଅଂଶ ଦେଇ ଯାଉଥିବା ପାଇପ୍‌ ଲାଇନ୍‌ ପ୍ରକ୍ଳପ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି । ସୋମବାର ସମାଜରେ ନିଯୁକ୍ତି ପୃଷ୍ଠାରେ ଏ ନେଇ କମ୍ପାନୀ ପକ୍ଷର ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଇଓସିଏଲ୍‌ର କ୍ରସ କଣ୍ଟ୍ରି ପାଇପ୍‌ ଲାଇନସ୍‌ ସୁରକ୍ଷା ଏବଂ ତଦାରଖ ପାଇଁ ଚୁକ୍ତିନାମା ଆଧାରରେ ଭାରତୀୟ ନାଗରିକଙ୍କ ପାଇଁ ଏହି ପଦବୀ ରହିଛି ।

- Advertisement -

ସମ୍ବଲପୁରରେ ଏହାର ପୋଷ୍ଟିଂ ହେବ । ଆଇଓସିଏଲ୍‌ର ଓ୍ବେବସାଇଟ୍‌ www.iocl.comର କ୍ୟାରିୟର ଅପସନ୍‌ରେ ଏ ବିଷୟରେ ଆପଣ ଅଧିକ ତଥ୍ୟ ପାଇ ପାରିବେ ।

iocl

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories