BJD Bijuli 480×75 Mob

ଅଧିକ କୋଭିଡ ସଂକ୍ରମିତ ଦେଶରୁ ଆସିଥିବା ୪ ଜଣ କରୋନା ସଂକ୍ରମିତ

BJD Bijuli 480×75 Mob

ଭୁବନେଶ୍ୱର : ରାଜ୍ୟରେ କରୋନାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଧିକ କୋଭିଡ ସଂକ୍ରମିତ ଦେଶରୁ ଆସିଥିବା ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ଖବର ମିଳିଛି। ପଜିଟିଭଙ୍କ ନମୁନା ଜେନମ୍‍ ସିକ୍ୟୁଏନ୍ସ ପାଇଁ ପଠାଯାଇଛି। କାଲି ସନ୍ଧ୍ୟା ସୁଦ୍ଧା ଅଧିକ କୋଭିଡ ସଂକ୍ରମିତ ଦେଶରୁ ରାଜ୍ୟକୁ ୯୮୨ ଜଣ ଆସିଛନ୍ତି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।

 

Comments are closed.