www.samajalive.in
Sunday, December 7, 2025
14.1 C
Bhubaneswar

ବୃହତ ଗ୍ରାମ ତାଲପଦରରେ ଗ୍ରାମ ବଜାର ଉଦ୍ଘାଟିତ

ବିଜେପୁର : ବିଜେପୁର  ଅର୍ନ୍ତଗତ ତାଳପଦର ଗ୍ରାମରେ ମଙ୍ଗଳବାର ଦିନ ସକାଳ ୭ଟାରୁ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ପ୍ରଚେଷ୍ଠାରେ ଏବଂ ଅଂଚଳର ବିଭିନ୍ନ ବ୍ୟବସାୟୀ ମାନଙ୍କ ଉଦ୍ୟମରେ ମହାସମାରୋହରେ ବଜାର ଆରମ୍ଭ ହୋଇଛି । ସ୍ଥାନୀୟ ତହସିଲଦାର ଆର୍ତତ୍ରାଣ ଥାର୍ଟି ମୁଖ୍ୟ ଅତିଥି ଭାବରେ ବଜାର ପ୍ରାଙ୍ଗଣ କୁ ଉଦ୍ ଘାଟନ କରିଥିବା ବେଳେ ବିଜେପୁର ଥାନା ଭାରପ୍ରାପ୍ତ ଅଧିକାରୀ ସନୟ କୁମାର ନାୟକ ଯୋଗଦାନ କରି କରୋନା ମହାମରୀ ଦୃଷ୍ଟିରୁ ଜନସାଧାରଣ ସଚେତନ ରହିବା ସହ ମାକ୍ସ ବଣ୍ଟନ କରିଥିଲେ।ଉକ୍ତ ମହତ୍ପ ପୂଣ୍ଣ କାର୍ଯ୍ୟକ୍ରମରେ ବଜାର କମିଟିର ସଭାପତି ଶ୍ରୀ ପପଟଲାଲ ଭୋଇ,ସଂପାଦକ ଶୁସାନ୍ତ ସାହୁ ,କୋଷାଧ୍ୟକ୍ଷ ଶୁଶିଲ ନେପାକ,ସରପଂଚ ଦୁଲ୍ଲଭ ସେଠ୍,କାର୍ଯ୍ୟନିବାହୀ ଅଧିକାରୀ ତାଳପଦର ଗ୍ରା.ପ ସମେତ କମିଟିର ବହୁତ କର୍ମକତା ସହଯୋଗ କରିଥିବାବେଳେ ସମସ୍ତଙ୍କୁ ଅନ୍ନଛତ୍ର ର ବ୍ୟବସ୍ଥା କରାଯାଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories