www.samajalive.in
Sunday, December 7, 2025
14.1 C
Bhubaneswar

ରୁଷରେ କରୋନାର ରେକର୍ଡ ; ଦିନକରେ ୩୯,୧୬୦ ନୂଆ ସଂକ୍ରମିତ ଚିହ୍ନଟ

ମସ୍କୋ: ରୁଷରେ କରୋନାର କାୟା ପୁଣି ଦେଖାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରୁଷରେ ୩୯,୧୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୭୩,୬୫୫କୁ ବୃଦ୍ଧି ପାଇଛି।
ଯୁକ୍ତରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ଗୋଟିଏ ଦିନରେ ୧,୨୧୧ ରୁ ୨୪୯,୨୧୫ କୁ ବୃଦ୍ଧି ପାଇଥିବାବେଳେ ଆରୋଗ୍ୟ ସଂଖ୍ୟା ୩୨,୦୩୬ ବୃଦ୍ଧି ପାଇ ୭,୬୧୯,୫୯୬ ରେ ପହଞ୍ଚିଛି।
ଏହି ସମୟରେ ରୁଷର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମସ୍କୋ ୫,୨୮୭ କରୋନା ଜନିତ ମାମଲା ରେକର୍ଡ କରିଛି, ଯେଉଁଥିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧,୮୭୧,୮୯୩ ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ ଶୁକ୍ରବାର ସୁଦ୍ଧା ରୁଷର  ପ୍ରାୟ ୬୦ ନିୟୁତ ଲୋକ କରୋନାର ଗୋଟିଏ ପାନ ଟିକା ଗ୍ରହଣ କରିଛନ୍ତି।  ସେମାନଙ୍କ ମଧ୍ୟରୁ ପ୍ରାୟ ୫୭ ନିୟୁତ ୨ଟି ପାନ ଟିକା ଗ୍ରହଣ କରି ସାରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories