www.samajalive.in
Monday, December 15, 2025
14.1 C
Bhubaneswar

ବ୍ୟାଟେରୀ ଚାଳିତ ଓ ବାୟୋ ଡିଜେଲ୍‌ ଗାଡି ପାଇଁ ଦରକାର ହେବ ନାହିଁ ପରମିଟ୍‌

ନୂଆଦିଲ୍ଲୀ . – ବ୍ୟାଟେରୀ ଓ  ବାୟୋଡିଜେଲ୍‌ରେ ଚାଲୁଥିବା ଗାଡି ପାଇଁ ଆଉ ପରମିଟ୍‌ ଆବଶ୍ୟକ ହେବ ନାହିଁ । ଖୁବ ଶୀଘ୍ର ଏଥିପାଇଁ ଆଗରୁ ଥିବା ନିୟମରେ ପରିବର୍ତ୍ତନ କରାଯିବାର ଅଛି ବୋଲି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ସୂଚନା ଦେଇଛନ୍ତି ।  ସମସ୍ତ ରାଜ୍ୟ ଏଥିପାଇଁ ରାଜି ହୋଇଛନ୍ତି ।  ଓଲା ଓ ଉବେର୍‌ ବ୍ୟାଟେରୀ ଓ ବାୟୋ ଡିଜେଲ୍‌ ଚାଳିତ ଗାଡି ସାମିଲ୍‌ କରିବା ପାଇଁ  ନିର୍ଦଶ ଦିଆଯାଇଛି ଏବଂ ଏଥିପାଇଁ ପ୍ରାବଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ବିଦ୍ୟୁତ୍‌ ଚାଳିତ ଗାଡି, ଇଥାନଲ୍‌, ବାୟୋ ଡିଜେଲ୍‌, ସିଏନ୍‌ଜି , ମିଥାନଲ୍‌ ,ବାୟୋ ଫୁଏଲ୍‌ ରେ ଚାଲୁଥିବା ବସ୍‌, ଅଟୋରିକ୍ସା, କାର୍‌କୁ ପରିମଟ୍‌ ମୁକ୍ତ କରାଯିବ । ମାତ୍ର ଏପରି ଗାଡି ନିର୍ମାତାଙ୍କୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ । ବିଦ୍ୟୁତ୍‌ ଚାଳିତ ଗାଡିରୁ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିବାରୁ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି । ପରିବେଶକୁ ସୁରକ୍ଷା ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories