www.samajalive.in
Sunday, December 14, 2025
26.1 C
Bhubaneswar

ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଓଡିଶା ବିଧାନସଭାକୁ ବାଚସ୍ପତି ଦୁଇଦିନ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶୁକ୍ରବାରରେ ବିଧାନସଭା ଦୁଇ ଥର ମୁଲତବୀ ଘୋଷଣା କରାଯାଇଥିଲା । ଗୃହ ଆରମ୍ଭ ହେବା ମାତ୍ର ହଟ୍ଟଗୋଳ ହେବାରୁ  ବାଚସ୍ପତି ୩ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ଓ ପରେ ଅପରାହ୍ନରେ ମଧ୍ୟ ଗୃହରେ ସମାନ ସ୍ଥିତି ଲାଗି ରହିଥିଲା। ଫଳରେ ବାଚସ୍ପତି ଦୁଇ ଦିନ ପାଇଁ ଅର୍ଥାତ୍ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ବିଧାନସଭା ଆରମ୍ଭରୁ ହିଁ ଗୃହରେ ଅଚଳବସ୍ଥା ଦେଖିବାକୁ ମିଳିଥିଲା । ତୈଳ ଦର ବୃଦ୍ଧିକୁ ନେଇ ଶାସକ ଦଳ କର୍ମୀମାନେ ବାହାରେ ପ୍ରତିବାଦ ଚଳାଇଥିବା ବେଳେ ଗୃହରେ ମଧ୍ୟ ହୋହାଲ୍ଲା କରିଥିଲେ। । ସେହିପରି ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ କଂଗ୍ରେସ କର୍ମମାନେ ହଟ୍ଟଗୋଳ କରିଥିଲେ ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories