BJD Bijuli 480×75 Mob

ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ

ସ୍ବିଡେନ ସହ ଖେଳିବେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

BJD Bijuli 480×75 Mob

କଟକ : ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ସ୍ବିଡେନ ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଜାତୀୟ ବରିଷ୍ଠ ମହିଳା ଫୁଟବଲ ଦଳରେ ୨ ଓଡ଼ିଆ ଖେଳାଳୀ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ପ୍ୟାରୀ ଖାଖା ଓ ମନିଷା ପାନ୍ନା। ୨୦୨୨ ଏଏଫସି ମହିଳା ଏସିଆ କପ୍ ପାଇଁ ପ୍ରସ୍ତୁତି ସ୍ବରୁପ ଭାରତ ସ୍ବିଡେନ ସହ ମ୍ୟାଚ ଖେଳିବାକୁ ଯାଉଛି। ଆସନ୍ତା କାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଭାରତ ସ୍ବିଡେନ ସହ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଛି।

Comments are closed.